Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ମେଡିକାଲରେ ମଦୁଆଙ୍କ ଉତ୍ପାତ…

*ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍..... ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି।…

କାରଗିଲରେ ସହିଦ୍ ହୋଇଥିବା ଯବାନଙ୍କୁ ମିଳୁନି ଉଚିତ ସମ୍ମାନ…

*ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରାଦେ୍ଧାବାର୍ଷିକ ପାଳନ କରିବାକୁ ପିତାମାତାଙ୍କ ଗୁହାରୀ... ଭଦ୍ରକ, ନିରପେକ୍ଷ ଖବର:(ତିହିଡି) ୨୦ ଜୁଲାଇ : କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲା ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର ସହିଦ୍ ତାପସ ମଲ୍ଲିକଙ୍କ ପ୍ରତିମୂରତ୍ତି ଅବହେଳିତ ହୋଇ…

ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…

ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…

ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ପ୍ରଥମ ଦିବସରେ ଗାନ୍ଧୀଙ୍କ ଭାରତ ବିଷୟରେ ବୁଦ୍ଧିଜୀବୀଙ୍କ…

ଭୁବନେଶ୍ୱର,ନିରପେକ୍ଷ ଖବର: ୧୯. ୭. ୨୦୧୯: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି । ଭୁବନେଶ୍ୱର ଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର…

ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର….

ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ  ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ…

ଭୁବନେଶ୍ୱରରେ ହେବାକୁ ଯାଉଛି ସାହିତ୍ୟର ସର୍ବବୃହତ୍ତ ମହୋତ୍ସବ-ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯..

ମହୋତ୍ସବରେ ମୁଖ୍ୟବକ୍ତା ଭାବେ ଶ୍ରୀ ସୁଧୀର ଚନ୍ଦ୍ର ମୁଖ୍ୟାଂଶ: ୧. ଓଡ଼ିଶା ପର୍ଯ୍ୟଟନ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ମୁଖ୍ୟ ପ୍ରାୟୋଜକ ୨. ଶ୍ରୀ ସୁଧୀର ଚନ୍ଦ୍ର ମୁଖ୍ୟବକ୍ତା ଭାବେ ଯୋଗଦେବେ ୩. ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ମିଳିବ…

ପଶ୍ଚିମବଙ୍ଗ ରେ ଭଦ୍ରକ ର କାର ଦୁର୍ଘଟଣା …

ନିରପେକ୍ଷ ଖବର.ଭଦ୍ରକ:୧୭/୦୭/୧୯ ଭଦ୍ରକ ର ଏକ କାର   ପଶ୍ଚିମବଙ୍ଗ ରେ ଧକ୍କା ହୋଇ ୪ ଜଣଙ୍କ  ମୃତ୍ୟୁ ହୋଇଥିବାର  ସୂଚନା  ମିିଳିଛି।ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦିଗବିଜୟ ଦାଶ. ଯାଜପୁର ର ମନୋଜ ମହାନ୍ତି.. ଖୋର୍ଦ୍ଧା ର ଦିଲ୍ଲୀପ ନାୟକ. ଭଞ୍ଜନଗର ର ପି ତେଜେଶ୍ୱର..…

ପାଟକୁରାରେ ପୁଲିସର ବର୍ବର କାଣ୍ଡ….

ବାରିପଦା, ନିରପେକ୍ଷ ଖବର(୧୮/ଜୁଲାଇ/୨୦୧୯)-କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ମୟୁରଭଞ୍ଜର ସାମ୍ବାଦିକମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖରେ ପ୍ରତିବାଦ ସଭା କରିଛନ୍ତି।ପାଟକୁରାରେ ପୁଲିସର ବର୍ବର…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ…….

ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ…

ଜାତୀୟ ହସ୍ତତନ୍ତ ଦିବସ ୨୦୧୯ ପାଳନ ପାଇଁ ପ୍ରସ୍ତୁତି ବୈଠକ …

ଭୁବନେଶ୍ୱର ,ନିରପେକ୍ଷ ଖବର: ୧୭/୦୭/୨୦୧୯ ଆସନ୍ତା ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ୨୦୧୯ ପାଳନ ନିମନ୍ତେ ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମ୍ମିଳନୀ କକ୍ଷରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ…

ପାଟକୁରା ରାଜନୀତି ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ..

ପାଟକୁରା,ନିରପେକ୍ଷ ଖବର:୧୭/୦୭/୧୯:ପାଟକୁରା ରାଜନୀତି ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି। ବିଜେଡିର ଗଣ୍ଡାଗଣ୍ଡା ମନ୍ତ୍ରୀ ଓ ବିଧାୟକ ପାଟକୁରାରେ ଡେରା ପକାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପାଟକୁରାରେ…

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ….

ଦିଲ୍ଲୀ, ନିରପେକ୍ଷ ଖବର:୧୬/୦୭/୧୯ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରିଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ…

ହୋଟେଲରେ ଜଣେ ଯୁବକର ସନ୍ଧେହ ଜନକ ମୃତ୍ୟୁ

ବାରିପଦା,ନିରପେକ୍ଷ ଖବର:୧୬/ଜୁଲାଇ ୨୦୧୯(ମଙ୍ଗଳବାର)- ସ୍ଥାନୀୟ ଏକ ହୋଟେଲରୁ ଜଣେ ଯୁବକର ସନ୍ଧେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନା ପୁଲିସ୍ ଏହି ମୃତ ଦେହକୁ ଉଦ୍ଧାର କରିଛି। ମଙ୍ଗଳବାର ଅପରାହ୍ନ 2ଟା ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଅପର୍ଣ୍ଣା ହୋଟେଲରୁ ଏକ…

ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖ: ବିରୋଧୀ

ଭୁବନେଶ୍ୱର, ନିରପେକ୍ଷ ଖବର:୧୫/୦୭/୧୯ ଆଜି ଗୃହରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଦେଖା ମିଳିନିଥିଲା । ଆଉ ଏହା ଦେଖି ବିରୋଧୀ କହିଥିଲେ, ଯଦି ମନ୍ତ୍ରୀ ନାହାଁନ୍ତି ତେବେ ବନ୍ଦ କରିଦିଆଯାଉ ବିଧାନସଭା । କିନ୍ତୁ ବାସ୍ତବ କଥା ହେଲା, ପାଟକୁରା ନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ…

ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ

ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ…

ବିରିପଦା, ନିରପେକ୍ଷ ଖବର:୧୪/ଜୁଲାଇ/୨୦୧୯,(ରବିବାର) ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ରୀତିନୀତି ଅନୁସାରେ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଯାଇଛି। ବିଶେଷକରି ପରମ୍ପରା ଅନୁଯାୟୀ ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ…

ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର….

ପୁରୀ, ନିରପେକ୍ଷ ଖବର: ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର। ମୃତକ ମାନେ ସତ୍ୟବାଦୀ ବିରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଓ ପୁତୁରା। ଆଜି ସନ୍ଧ୍ୟା ୫ଟାରେ ଦୁର୍ବୁର୍ତ ମାନେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁ।…

ସୁନାବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର…

ପୁରୀ, ନିରପେକ୍ଷ ଖବର:୧୩/୦୭/୧୯ ଶ୍ରୀକ୍ଷେତ୍ରରେ ସୁନାବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର। ମହଣ ମହଣ ସୁନାରେ ସଜେଇ ହୋଛନ୍ତି ଶ୍ରୀଜିଉ । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ତିନି ଠାକୁରଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କ ଭିଡ । ପୁରାତନ କଥା ଅନୁସାରେ…

ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ..

 ବାରିପଦା,୧୨/୦୭(ନିରପେକ୍ଷ ଖବର): ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ…

Latest Videos