Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ହିମାଚଳ ପ୍ରଦେଶର ଉନା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ…

ହିମାଚଳ ପ୍ରଦେଶ,ନିରପେକ୍ଷ ଖବର:ତା ୧୩/୧୦ ଆଜି ଉନାର ଅମ୍ବ ଅଂଦୌରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରାଇଛନ୍ତି | ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ…

୧୬ଜଣଙ୍କୁ ପରିଚୟ ପକ୍ଷରୁ ପରମ୍ପରା ପୁରସ୍କାର…

ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୨/୧୦ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ଅଷ୍ଟମ ପରମ୍ପରା ଆଓ୍ବାର୍ଡ ପ୍ରଦାନ କରାଯାଇଛି । ୧୬ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇଛନ୍ତି । ନୂଆଦିଲ୍ଲୀର କନଷ୍ଟିଚୁୟସନ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି…

ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୭/୧୦ ବିଶ୍ୱ ସ୍ତନ କର୍କଟ ମାସ ଅବସରରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଲାୟନ୍‌ସ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ, କ୍ରିୟା ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ “ଉଡ଼ାନ୍‌” ଭି.ଏସ୍‌.ଏସ୍‌. ନଗର ସ୍ଥିତ ବି.ଏମ୍‌.ସି.…

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୧୦/୨୨ ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ…

କମିଶନରେଟ୍ ପୋଲିସ୍ କୁ ନାଲକୋ ପକ୍ଷରୁ ପୂଜା ଉପହାର…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୯/୨୨ କମିଶନରେଟ୍ ପୋଲିସ୍ କୁ ପୂଜା ପୂର୍ବରୁ ନାଲକୋ ପକ୍ଷରୁ ୬ଟି ପିସିଆର ଭ୍ୟାନ୍ ଉପହାରରେ ଦିଆଯାଇଛି। ଏଥି ମଧ୍ୟରୁ ୫ଟି ପେଟ୍ରୋଲିଂ ପାଇଁ ବ୍ୟବହାର ହେବ ଓ ଆଉ ଗୋଟିଏ ନୂଆପଲ୍ଲୀ ଥାନାକୁ ଦିଆଯାଇଛି। ଏହି ପାର୍ବଣ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା…

ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗତ ଜନନୀ ମା’ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ  ଶହୀଦ୍ ନଗର ଦୁର୍ଗା ପୂଜା…

ବି.ଜେ.ଇ.ଏମ୍. ସ୍କୁଲରେ ୧୫୩ତମ ଗାନ୍ଧିଜୟନ୍ତୀ ସମାରୋହ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ବିଂଶ ଶତାବ୍ଦୀର ଯୁବ ସମ୍ପ୍ରଦାୟ ତଥା ଛାତ୍ରଛାତ୍ରୀମାନଙ୍କ ମନରେ ମହାତ୍ମା ଗାନ୍ଧିଙ୍କ ଅହିଂସା ଓ ସତ୍ୟର ନୀତି ତଥା ସ୍ବାଧୀନତାର ସଂଘର୍ଷମୟ ଜୀବନର ଭିତିଭୂମିକୁ ପୁନଃଜାଗ୍ରତ କରି ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ପୂରଣ ନିମନ୍ତେ…

ଶିଳ୍ପପତି ରତନ ଟାଟା ହେଲେ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି …

ନୂଆଦିଲ୍ଲୀ ,ନିରପେକ୍ଷ ଖବର:ତା ୨୧/୦୯/୨୨ ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତ ପାଇଲେ ଶିଳ୍ପପତି ରତନ ଟାଟା। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନିତ ହୋଇଥିବା ବେଳେ ସେଥିରେ ଏବେ…

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୯ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବା ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ଶ୍ରୀ ରବି ଶଙ୍କର…

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ…

ରାଇରଙ୍ଗପୁର,ନିରପେକ୍ଷ ଖବର:ତା ୦୫/୦୯-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଦୁଇ ନମ୍ବର ଓ୍ବାର୍ଡ ବାଇଦାପୋଷୀ ଗ୍ରାମର ପୁରୁଣା ସାହିକୁ ପିଇବା ପାଣି ଠିକ୍ ସମୟରେ ପହଞ୍ଚି ପାରୁନାହିଁ ।ସବୁ ଓ୍ବାର୍ଡବାସୀ ଯେମିତି ପାଣି ପାଉଛନ୍ତି ଏଠି ସେମିତି ପାଉ ନାହାଁନ୍ତି ।ପାଣି ପାଇଁ…

ଦୁଇ ଦିନର ପୁଅକୁ ଛାଡି ଆର ପାରିରେ ମା

ଭୁବନେଶ୍ୱର,ନିରପେକ୍ଷ ଖବର,ତା ୦୩/୦୯; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ…

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବାର…

ଭୂବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୨: ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି । ଉକ୍ତ ସେବା ଦ୍ୱାରା…

ରାଜ୍ୟପାଳଙ୍କ ଦ୍ବାରା ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ‘ ଉନ୍ମୋଚିତ

ଭୁବନେଶ୍ୱର ,ନିରପେକ୍ଷ ଖବର:ତା ୧୩/୧୨/୨୧ : ଯୁବ ଲେଖିକା ଶ୍ରୀମତୀ ପ୍ରୀତିଛନ୍ଦା ଧଳଙ୍କ ଫିଚର୍ ସଂକଳନ ' ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ'କୁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉନ୍ମୋଚନ କରିଛନ୍ତି। ଲେଖିକାଙ୍କର ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ମାନ୍ୟବର ରାଜ୍ୟପାଳ ଆନନ୍ଦ…

ସୈନିକସ୍କୁଲକୁ ଇଉନିୟନ ବ୍ୟାଙ୍କ ପକ୍ଷରୁ ୧୦୦ଟି ବାଇସାଇକେଲ ପ୍ରଦାନ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୨/୨୧ ଚନ୍ଦ୍ରଶେଖରପୁର ଶାଖା ଇଉନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ,ସଂପ୍ରତି ସୈନିକସ୍କୁଲ ଭୁବନେଶ୍ୱରକୁ ଏହାର ସି.ଏସ.ଆର . ଯୋଜନାରେ କ୍ୟାଡେଟ୍ ମାନଙ୍କର କ୍ରୀଡା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ୧୦୦ଟି ବାଇସାଇକେଲ ପ୍ରଦାନ କରାଯାଇଛି।…

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେରେଡ୍ ସ୍ୱସ୍ତିକ ସୋସାଇଟି…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୩/୧୨/୨୦୨୧- ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ…

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୧୧ ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ…

କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟକାଳ ସମୟସୀମା ବୃଦ୍ଧି କରାଗଲା….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୧୦ ରାଜ୍ୟରେ ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟ କାଳ ବୃଦ୍ଧିକୁ ନେଇ ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରତ୍ୟେକ ତିନି ବର୍ଷରେ ଥରେ ଚାଇଲଡ୍ କମିଶନ ମେମ୍ବର ପରିବର୍ତନ କରାଯାଇଥାଏ। ନିୟମ ଅନୁଯାଇ କମିଶନ ମେମ୍ବରଙ୍କ ସମୟସୀମା ତିନି…

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ମହାମାରୀ କଟକଣା ସହ ରାଜ୍ୟସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ଅନୁପାଳନ…

ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ୨୦୨୧

ଭୁବନେଶ୍ୱର, ନିରପେକ୍ଷ ଖବର: ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ର ହୋଟେଲ କେଶରି ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି ।ଯେଉଁଥିରେ ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ଓଡ଼ିଶାରେ ପ୍ରଥମ ଥର ପାଇଁ !ହେବାକୁ ଯାଉଥିବାରୁ ଏନେଇ ଏକ…

ପରିଚୟ ଫାଉଣ୍ଡେସନ ପକ୍ଷରୁ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ପ୍ରଦାନ କରାଯାଇଛି…..

ବାଲେଶ୍ବର,ନିରପେକ୍ଷ ଖବର:ତା ୧୧/୦୯ ଗଣେଶ ପୂଜାରେ ପରିଚୟ ଫାଉଣ୍ଡେସନ୍ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ବାଣ୍ଟିଛି । ବାଲେଶ୍ୱର ଜିଲ୍ଲା ପାଳବାଇଁଚ ଗାଁରେ ଏହି ଲ୍ୟାମ୍ପ ଦିଆଯାଇଛି । ୟସ୍ ବାତ୍ୟାରେ ଏହି ଗାଁ ଅନେକ ପ୍ରଭାବିତ ହୋଇଥିଲା । ଏଥିରେ ଅଧିକାଂଶ ପରିବାର ଅନ୍ଧାରରେ ରହିଥିଲେ ।…

Latest Videos