Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

କଳା କପଡ଼ା ବାନ୍ଧି ଧାରଣା ଦେଲେ ରାଜ୍ୟ ବିଜେପି କର୍ମୀ

ଭୁବନେଶ୍ୱର,ନିରପେକ୍ଷ ଖବର: ରୋଡ୍ ଶୋ’ବେଳେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟାଳୟ…

ରାଶି ଫଳ ତା ୧୬-୦୫-୨୦୧୯ ଗୁରୁବାର

ନିରପେକ୍ଷ ଖବର :ତା ୧୬/୦୫/୨୦୧୯  ଗୁରୁବାର ବୃଷ ୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର... *ତୁଳା କୁମ୍ଭ ରାଶିର ଘାତ ବାର । *ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର । *ଆଜି: ପୋଇ ଓ ବାଇଗଣ ଖାଇବା ନିଷେଧ ।…

ଓଡ଼ିଶାର ‘ଫନି’ ପ୍ରଭାବିତ ଅଞ୍ଚଳରେ ଶକ୍ତି ପୁନଃରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାଇଛି ପାୱାରଗ୍ରୀଡ…

ନୂଆଦିଲ୍ଲୀ : ଚଳିତ ମାସ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ତୁରନ୍ତ ଶକ୍ତି ପୁନଃରୁଦ୍ଧାର କାର୍ଯ୍ୟରେ ପାୱାରଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ ଲିଃ (ପାୱାରଗ୍ରୀଡ଼) ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗତ ୨୦ ବର୍ଷ…

ରାଶି ଫଳ ତା ୧୫-୦୫-୨୦୧୯ ବୁଧବାର

ନିରପେକ୍ଷ ଖବର: ମଇ ମାସ ତା ୧୫ ବୁଧବାର ୨୦୧୯ ମସିହା : ବୃଷ ୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର । *କର୍କଟ ରାଶିର ଘାତ ବାର *ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର *ଆଜି: ଶିମ୍ବ ଖାଇବା ନିଷେଧ ମେଷ : ଆଜି…

ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ , ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ…

ନିରପେକ୍ଷ ଖବର : ଓଡ଼ିଶାରେ ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ସେଥିପାଇଁ ଏହି ସବୁ ଜାଗାରେ  ସାନି ମତଦାନ ହେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଆଜିର ରାଶି ଫଳ ତା ୧୪-୦୫-୨୦୧୯ ମଙ୍ଗଳବାର

ନିରପେକ୍ଷ ଖବର: ୨୦୧୯ ମସିହା ମେ ମାସ ତା ୧୪ ମଙ୍ଗଳବାର ମେଷ ୩୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର *ମକର ରାଶିର ଘାତ ବାର *କର୍କଟ, ମକର ରାଶି ପୁରୁଷଙ୍କ ଘାତ ଚନ୍ଦ୍ର *ଆଜି: କଳମ୍ବି ଶାଗ ଖାଇବା ନିଷେଧ ମେଷ:ସାମାନ୍ୟ କଥାକୁ…

ରାଶି ଫଳ:୧୩/୦୫/୨୦୧୯ ସୋମବାର

ନିରପେକ୍ଷ ଖବର: ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୩ ସୋମବାର ମେଷ ୩୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ମିଥୁନ ରାଶିର ଘାତ ବାର  *କର୍କଟ ମକର ରାଶି ପୁରୁଷଙ୍କ ଘାତ ଚନ୍ଦ୍ର *ଆଜି: ଲାଉ ଖାଇବା ନିଷେଧ ମେଷ:ମାନସିକ ଅସ୍ଥିରତା ଲାଗି ରହିବ ।…

ଫନୀ ବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଗଲା …

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯:ଫନୀ ମହାବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ୧୨ ତାରିଖଠାରୁ ଖୋଲାଯାଇଛି । ଏହା ଏପରି ଏକ ସଂଗ୍ରହାଳୟ  ଯାହା ଓଡ଼ିଶା, ଭାରତର ବିଭିନ୍ନ ସ୍ଥାନ ଏବଂ ବିଦେଶୀ ପର୍ଯ୍ୟଟକଙ୍କର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ।…

ଜଗତସିଂହପୁର ଜିଲ୍ଲାରେ ରିଲିଫ୍‌ ଚାଉଳ ବଣ୍ଟନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯ ବାତ୍ୟା ‘ଫନୀ’ରେ ପ୍ରଭାବିତ ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ରିଲିଫ୍‌ ସହାୟତା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ…

ରାଶି ଫଳ

ଆଜି ମେ ମାସ ତା ୧୨ ରବିବାର, ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅଶ୍ଳଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦିନ ୧୨ଟା ପର‌୍ୟ୍ୟନ୍ତ ତାପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ *ମେଷ ରାଶିର ଘାତ ବାର *ଆଜି: ନଡିଆ ଖାଇବା ନିଷେଧ ମେଷ:ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ…

ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତା ସ୍ପଷ୍ଟ କରିଛି:ବିଜେପି

ନିରପେକ୍ଷ ଖବର :୧୧/୦୫/୨୦୧୯,ବାତ୍ୟାର ୮ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାଘାଟ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଦଳ ଅଭିଯୋଗ କରିଛି।ବିଜେପି ବିଧାୟକ ଦଳ ନେତା…

ବର୍ତମାନ ସମୟରେ ପୋଲିସ ବାତ୍ୟା ବିପନ୍ନଙ୍କ ପାଇଁ ପ୍ରିୟ ବନ୍ଧୁ ….

ନିରପେକ୍ଷ ଖବର:୧୦/୦୫/୨୦୧୯, ପୁରୀ ଜିଲ୍ଲାର ବତ୍ୟା ପୀଡିତ ମାନଙ୍କୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡା ପୋଲିସ ବିଭାଗ । ପୁରୀରେ ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଏକ ଗାଡି ଯୋଗେ ରିଲିଫ ପଠାଇଛି କେନ୍ଦ୍ରାପଡା ଜିଲ୍ଲାର ପୋଲିସ ବିଭାଗ। ଏହା ଏବେ ସାରା ରାଜ୍ୟରେ ପ୍ରଶଂସାର…

ବାତ୍ୟା ପରେ ପୁରୀ ଜିଲ୍ଲାରେ ବଂଚିବା ପାଇଁ ଚାଲିଛି ସଂଘର୍ଷ.. 

ନିରପେକ୍ଷ ଖବର,ପୁରୀ:୦୮/୦୫/୨୦୧୯,  ବାତ୍ୟାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁରୀ ରାସ୍ତାରୁ ହଟୁନି ଗଛ । ଏବେ ସବୁଠାରୁ ଅଧିକ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କର । ସବୁଠି ହାହାକାର । ବାସହରା ହୋଇଯାଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ରାତି ହେଲେ ଚାରିଆଡେ ଶୂନ ଶାନ ।…

ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟରେ ପହଁଚିଲା ଫୋନି…

ପୁରୀ:ନିରପେକ୍ଷ ଖବର:୦୩/୦୫/୨୦୧୯:ଫୋନିର ଭୟ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ, ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟରେ ପହଁଚିଲା ଫୋନି । ପୁରୀଠାରୁ ୭୦ କିମି ଦୂରରେ ଅଛି। ପୁରୀରେ ଘଂଟା ପ୍ରତି ୧୭୪ କିମି ବେଗରେ ପବନ ବହିବା ଆରମ୍ଭ ହୋଇସାରିଲାଣି ।ଗୋପାଳପୁର…

ଫୋନି ବାତ୍ୟା ସଚେତନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବିଜେପି କର୍ଯ୍ୟକର୍ତା…

ଭୁବନେଶ୍ୱର:ନିରପେକ୍ଷ ଖବର,୦୨/୦୫: ଓଡିଶାରେ ସମ୍ଭାବ୍ୟ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ନିଜ ନିଜ ଅଂଚଳର କାର୍ଯ୍ୟକର୍ତାମାନେ ସଜାଗ ରହି ଲୋକଙ୍କୁ ସର୍ତକ କରାଇବେ । ସହ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଛି :ଫୋନି 

ନିରପେକ୍ଷ ଖବର: ଭୁବନେଶ୍ୱର,୦୨-୦୫-୨୦୧୯ ସାମୁଦ୍ରିକ ବାତ୍ୟା ‘‘ଫୋନୀର ବେଗ ବଢ଼ିଥିବାରୁ ଏହା କାଲି ଉପରବେଳା ପରିବର୍ତ୍ତେ କାଲି ସକାଳ ପ୍ରାୟ ୧୦ ଟା ବେଳେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଦୋକାନ, ବଜାର,…

ଆସନ୍ତାକାଲି ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ସନ୍ନି ଦେଓଲ :ବିଜେପି

ନିରପେକ୍ଷ ଖବର:୨୮/୦୪/୨୦୧୯:ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗଦେଇଛନ୍ତି ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସନି ଦେଓଲ ଜଣେ ଦେଶପ୍ରେମୀ ମଣିଷ କହିଛନ୍ତି ମୋଦି ।…

ମହାରଥୀଙ୍କ ଜାମିନ ମଞ୍ଜୁର୍….

ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୪/୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସର୍ତ୍ତ ମୁଳକ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ।ସାକ୍ଷୀ ମାନଙ୍କୁ ଧମକେଇବେନି ଓ ପୋଲିସକୁ ସହଯୋଗ କରିବେ।୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ…

Latest Videos