Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଅଭିନେତ୍ରୀ ସ୍ୱପ୍ନା ଯୋଗଦେଲେ କଂଗ୍ରେସରେ …

ନିରପେକ୍ଷ ଖବର:ଦିଲ୍ଲୀ ତା:୨୩/୦୩/୨୦୧୯: ହରିୟାଣାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ସ୍ୱପ୍ନା ଚୌଧୁରୀ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। କୋଗ୍ରେସ ପକ୍ଷରୁ ସେ ବଜେପି ପ୍ରାର୍ଥୀ ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀଙ୍କ ବିରୋଧୀ ପ୍ରାର୍ଥୀ ହୋଇ ଠିଆ ହେବେ ବୋଲି ଜଣାପଡିଛି।

ବିଜେପି ଛାଡ଼ିଲେ ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ…

ଭୁବନେଶ୍ୱର:ନିରପେକ୍ଷ ଖବର ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ରାଜକିଶୋର ଦାସ ।ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଏହା ସହ ସେ ନିଜର ମନ୍ତବ୍ୟରେ କହିଛନ୍ତି ମୁଁ ଦେଶର ବୃହତ୍ତ ପାର୍ଟି ସହିତ କାମ କରି ଖୁସି ଅନୁଭବ…

ଆସ ମିଳି ମିଶି ଓଡ଼ିଶାକୁ ଆଗେଇ ନେବା…

ନିରପେକ୍ଷ ଖବର: ଆଜି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶର ଘାଟିକିଆ ଅଂଚଳରେ । ଏକ ନିଆରା ହୋଲି |ଯେଉଁ ହୋଲିରେ ଦେଖିବାକୁ ମିଳିଥିଲା ଏକା ସାଥିରେ ସବୁ ରାଜନୀତିକ ଦଳର ଚିହ୍ନ ।ଯାହା ପ୍ରମାଣିତ କରୁଛି ରାଜନୀତି ଓ ବନ୍ଧୁତ୍ୱ ଦୁଇଟି ଭିନ୍ନ ଭାଷା ଯାହାକୁ ପ୍ରମାଣ କରିଛନ୍ତି ଆଜି…

୩ ଜଣ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟୀତ୍ୱ..

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୩/୦୩: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବରିଷ୍ଠ ବିଜେପି ନେତା ସୁବାଷ ଚୈାହାନ ଏବଂ  ବରିଷ୍ଠ ଆଇନଜୀବି ଓ ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କୁ…

ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ମହୋତ୍ସବ ପାଳିତ..

ଭୁବନେଶ୍ବର:ନିରପେକ୍ଷ ଖବର:ଭୁବନେଶ୍ବର ଉପକଣ୍ଠ ଧଉଳି ନିକଟସ୍ଥ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାସାୟନିକ ରଙ୍ଗ ଓ ଅଭିର ଠାରୁ ଦୂରେଇ ଏକ ସ୍ବତନ୍ତ୍ର ଭାବେ ରଙ୍ଗ ପ୍ରସ୍ତୁତ କରାଯାଇଥିଲା। ପଳାସ ଫୁଲ,ଚନ୍ଦନ,ହଳଦୀକୁ ମିଶାଇ ସମିତି…

ବିଧାନସଭା ପାଇଁ ୪ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ …

ନିରପେକ୍ଷ ଖବର: ଭୁବନେସ୍ଵର, ୧୯ ମାର୍ଚ୍ଚ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ନିମନ୍ତେ ୧୪୬-ମାଲକାନଗିରି ବିଧାନସଭା ପାଇଁ ଜଣେ,  ୧୩୨-ଗୋପାଳପୁର ବିଧାନସଭା ପାଇଁ ଜଣେ ଏବଂ ୧୩୩-ବ୍ରହ୍ମପୁର ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ସେମାନଙ୍କର ନାମାଙ୍କର ପତ୍ର ଦାଖଲ…

ବିଜେଡି ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା…

ଭବନେଶ୍ୱର ନିରପେକ୍ଷ ଖବର:ତା:୧୮/୦୩/୨୦୧୯ ବୋହୁ କଳ୍ପନାର ଅନ୍ତ ଘଟିଲା ପ୍ରକାଶ ପାଇଲା , ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପ୍ରାର୍ଥୀ ତାଲିକା. ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଘୋସଣାକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞପ୍ତି ପ୍ରକାଶ ସହ ଅପ୍ରେଲ…

ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ….

ଭୁବନେଶ୍ୱର: ନିରପେକ୍ଷ ଖବର, ତା.୦୮/୦୩: ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛନ୍ତି । ବହୁ ବର୍ଷର ସଂସଦୀୟ ଅନୁଭବ ଏବଂ…

ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା…

ଭୁବନେଶ୍ୱର, ନିରପେକ୍ଷ ଖବର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ  ଆନୁଷ୍ଠାନିକ ଭାବେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେବା ପରେ ଭୁବନେଶ୍ୱର ଫେରିଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ  ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ..

ଭୁବନେଶ୍ୱର: ନିରପେକ୍ଷ ଖବର:୪ ମାର୍ଚ୍ଚ ୨୦୧୯: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ଆଜି ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ…

ମାର୍ଚ୍ଚ ୪ରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ..

ଭୁବନେଶ୍ୱର ନିରପେକ୍ଷ ଖବର:  ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ମାର୍ଚ୍ଚ ୪ ତାରିଖରେ ଗ୍ରାମୀଣ  ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଆୟୋଜନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ ଉଦ୍‍ଘାଟନ ହେବ।…

ଘରୋଇ ସବ୍ସିଡ଼ୀଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ସାମାନ୍ୟ ବୃଦ୍ଧି …

ଭୁବନେଶ୍ୱରରେ, ୨୮ା୨ା୨୦୧୯: ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା (ଫେବୃୟାରୀ ୨୦୧୯ରେ ଟ ୫୦୪.୩୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ୫୦୬.୪୯)କୁ ସାମାନ୍ୟ ବୃଦ୍ଧି ହୋଇଛି । …

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁରୀଠାରେ ଦୁଇଟି ସିଏନ୍ଜି ଷ୍ଟେସନ ଉଦ୍ଘାଟିତ…

ପୁରୀ (ଓଡ଼ିଶା) ନିରପେକ୍ଷ ଖବର: ୨୮ା୨ା୨୦୧୯: ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଗେଲ୍ ଗ୍ୟାସ ଲିମିଟେଡ଼ର ଦୁଇଟି କମ୍ପ୍ରେସ୍ଡ଼ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଷ୍ଟେସନ ଆଜି ପୁରୀଠାରେ ଉଦ୍ଘାଟନ…

ଅସୁରକ୍ଷିତ ଶହୀଦ ନଗର…..

ଭୁବନେଶ୍ୱର:ନିରପେକ୍ଷ ଖବର:ତା.୨୮/୦୨/୨୦୧୯ ଆଜି ଦିନ ଦୁଇ ପ୍ରହରରେ ଶହୀଦ ନଗର ସ୍ଥିତ ହାପି ହାୱାର ସ୍କୁଲ ସମୁଖ ଗେଟ୍ ନଂ-୧ ପାଖ ଦୋକାନ ନିକଟରେ ପ୍ରଣୀତ୍ ସାହୁ ଚାହା   ପିଉଥିଲେ । ହଠାତ୍ ଦୁଇ ଜଣ ଲୁଟେରା ନମ୍ବର ବିହୀନ କଲା ରଙ୍ଗର ପଲସରରେ ଆସିଥିଲେ । ପ୍ରଣୀତ୍ ଙ୍କ ବେକରେ ବନ୍ଧୁକ ଲଗାଇ…

ଭୁବନେଶ୍ୱର ରିଟେଲ ମେଡ଼ିସିନ୍ ଫୋରମ ତରଫରୁ ବୀରଜବାନଙ୍କ ଉଦେଶ୍ୟରେ ଦୀପଦାନ….

ଭୁବନେଶ୍ୱର:ନିରପେକ୍ଷ ଖବର: ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଫୋରମ୍ ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି…

ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ

ଭୁବନେଶ୍ୱର,  ନିରପେକ୍ଷ ଖବର: ୨୫ ଫେବୃଆରୀ, ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ  ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେଭେଲପ୍ମେଣ୍ଟ କର୍ପୋରେସନ…

ସ୍କିଲ୍‍ ଇଣ୍ଡିଆର ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ୍‍’

ଭୁବନେଶ୍ୱର: ନିରପେକ୍ଷ ଖବର: ୨୩ /୦୨/ ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଆସନ୍ତା ସୋମବାର ୨୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍ ଅଡ଼ିଟୋରିୟମ୍‍ରେ…

ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ନିରପେକ୍ଷ ଖବର: ୨୩/୦୨/୨୦୧୯: ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା…

Latest Videos