Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ  ମିଳିଲା ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର…

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର ପ୍ରତିଶୃତି ମିଳିଛି। ଏହାକୁ ଏକ କଳ୍ପନାତୀତ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ସେ କହିଛନ୍ତି ମେକ୍‌ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣ ରାଜ୍ୟରେ ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ…

ବିଜେପି ପକ୍ଷରୁ ଆଜିଠୁ ଜନପରାମର୍ଶ ପଦଯାତ୍ରା ଆରମ୍ଭ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟତର ହେବା ପାଇଁ ବିଜେପି ପକ୍ଷରୁ  ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରାକୁ ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିଛନ୍ତି। ରାଜ୍ୟରେ ସୁଶାସନ ପାଇଁ କ’ଣ ଜରୁରୀ ସେ ନେଇ  ଗାଁ ଠାରୁ ସହର…

ମେକ୍‌-ଇନ୍‌-ଓଡ଼ିଶା’  ଖାଲି ପ୍ରତିଶ୍ରୁତି ନା କିଛି ସତ୍ୟତା ଅଛି ? 

ଭୁବନେଶ୍ୱର,୧୧/୧୧/୨୦୧୮ ଠାରୁ ୧୫/୧୧/୨୦୧୮ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏହାକୁ ସର୍ବକାଳୀନ ବଡ଼ ବିଜନେସ୍‌ ଇଭେଣ୍ଟ ବୋଲି ରାଜ୍ୟ…

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଭୁଲ୍ ମାଗନ୍ତୁ :କଂଗ୍ରେସ

ଭୁବନେଶ୍ୱର,୯/୧୧/୧୮:ବିମୁଦ୍ରିକରଣର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ କୌଣସି ପ୍ରକାର ଅର୍ଥନୀତିର ପରିବର୍ତ୍ତନ ଆଖିଦୃଶିଆ ହୋଇ ନାହିଁ। ବରଂ ଛୋଟ ଓ ମଧ୍ଯମ ଶ୍ରେଣୀର ଉଦ୍ୟୋଗ ବୁଡ଼ିଗଲା।ଯାହା ଦ୍ୱାରା ବେକାରୀ ସଂଖ୍ୟା ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀକଂ ସେସମୟର ଏକ ପକ୍ଷୀଆ…

୧୪ତାରିଖରୁ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା….

ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଏହା ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବାରୁ ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ସ୍ଥାନରୁ  ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…

ବିଜେଡିର ୩ଦିନ କେନ୍ଦ୍ରୀୟ ପିଏସୟୁ  ଆଗରେ ବିକ୍ଷୋଭ ପ୍ରଦର୍ଶନ …

ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସୟୁ ଆଗରେ ୫ତାରିଖରୁ ୩ଦିନ ଧରି ୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ସରକାରଙ୍କ ବିଫଳତାକୁ ଉଜାଗର କରିବା ପାଇଁ ଯୁବ ବିଜେପି ଆସନ୍ତା…

ରାଜଧାନୀରେ ଜଳିଗଲା ଦୁଇଟି ବସ୍…

ଆଜି ରାଜଧାନୀ ଭୁବନେଶ୍ବରରେ ଜଳିଗଲା ଦୁଇଟି ଵସ୍ କାରଣ ଅସ୍ପଷ୍ଟ । ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ପାଖରେ ଏହି ବସ୍ ଦୁଇଟି ଜଳି ଯାଇଛି।ବସ୍‌ ଦୁଇଟି ବୋହୁ ପୁରୁଣା ହୋଇଯାଇଥିଲା ଓ ଅବ୍ୟବହୃତ ହୋଇ ପଡ଼ିଥିଲା।ବସ୍‌ରେ କେମିତି ନିଆଁ ଲାଗିଲା, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ…

ରାଜ୍ୟରେ ଅସୁରକ୍ଷିତ ନାବାଳିକା …………

ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ୁଛି। ଆଉ ଏସବୁ ଦେଖି  ପ୍ରଶାସନ ନିିରବ ଓ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ସବୁ   ଜାଣିିିଶୁଣି ଅଜଣା ହୋଇ ବସିଛନ୍ତି  କାହିଁକି  ଏନେଇ ଆଜି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି। ପୋଲସରା ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ…

୫ରେ ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲାପକାଇବ ବିଜେପି

ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି କି ଏଥିରେ ପଞ୍ଜୀକରଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉନି। ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକ ଏବେ ବିଜେଡି କର୍ମୀଙ୍କ ଆଡ୍ଡାସ୍ଥଳ ଓ ସରକାରୀ…

ଝାରସୁଗୁଡ଼ା ବିମାନ ବନ୍ଦର ଆଜି ଠାରୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା…

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଛି। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି। ଟ୍ୱିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। କ୍ୟାବିନେଟ୍‌ ମଞ୍ଜୁର ମିଳିଥିବାରୁ କେନ୍ଦ୍ରକୁ କୃତଜ୍ଞତା ଜଣାଇଛନ୍ତି ଜୁଏଲ।…

ଆଜି ଠାରୁ ଗାଈ ଗୋରୁଙ୍କର କାନ ନୋଳିକରଣ ଯୋଜନା ଆରମ୍ଭ..

ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଆଜି ଠାରୁ ଗାଈ ଗୋରୁଙ୍କର କାନ ନୋଳିକରଣ ଯୋଜନାର  ଶୁଭାରମ୍ଭ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ (ମେୟର) ଦ୍ୱାରା ବେହେରା ସାହି, ନୟାପଲ୍ଲୀ ସ୍ଥିତ ଅନୁଷ୍ଠିତ ହୋଇଯାଇଛି ।

କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ….

ଓକିଲ ଆନ୍ଦୋଳନକୁ ନେଇ ରାଜନୀତିକରଣ କରିବା ଏବେ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାପରେ କଂଗ୍ରେସ ଜନତାଙ୍କ ହିତକୁ ଦୃଷ୍ଟି ଦେଇ ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ…

ଆଜି କ୍ୟାମ୍ପ କୋର୍ଟର ପ୍ରଥମ ଦିନରେ ୨୭୦ କଏଦୀଙ୍କୁ ଜାମିନ..

ଆଜି ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ ଆରମ୍ଭ ହୋଇଛି କ୍ୟାମ୍ପ୍ କୋର୍ଟ। ଓକିଲଙ୍କ ଆନ୍ଦୋଳନ କାରଣରୁ ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ପାଇଁ ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଏହି କ୍ୟାମ୍ପ କୋର୍ଟରେ ଆଜି ପ୍ରଥମ…

୩୨ ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ଫିୟନସିପ ଓଡ଼ିଶା ଦଳର ନାଗପୁର ଗସ୍ତ ….

ମହାରାଷ୍ଟ୍ରର ନାଗପୁର ଠାରେ ଚଳିତ ମାସ ୨୮ତାରିଖରୁ ହେବାକୁ ଯାଉଥିବା ୩୨ତମ ସବ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ଜଣିଆ ଦଳ ରବିବାର ସନ୍ଧ୍ୟା ୮ଟା ସମୟରେ ପୁରୀ ସୁରତ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି l ଏହି ଚମ୍ପିୟନସିପ୍ ରେ ୨୮ଟି…

ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ବର୍ଷା…..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି…

ଦୀପକ କୁମାର ମହାପାତ୍ର କଂଗ୍ରେସ ମିଡିଆ ସେଲର ସଂଯୋଜକ ପଦବୀରେ ମନୋନୀତ…

ଦୀପକ କୁମାର ମହାପାତ୍ର ୩୦ ବର୍ଷର ଗଣମାଧ୍ୟମ ତଥା ସମାଜସେବାକୁ ନିଜର ବୃତ୍ତି ବାଛିନେଇଥିବା ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ନୂତନ ଭାବେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ମିଡିଆ କୋର୍ଡିନେଟର ଭାବେ ଦାୟିତ୍ବ ଦେଇଛନ୍ତି । ଏହା ପୂର୍ବରୁ ପ୍ରଦେଶ…

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଲ ପରିସରରେ ବସିବ କ୍ୟାମ୍ପ କୋର୍ଟ 

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ ପରିସରରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ଏବଂ ଜାମିନଯୁକ୍ତ ମାମଲା…

ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସ ଙ୍କ ପିତୄ ବିୟୋଗ ସମାଜ ପାଇଁ ଏକ ଅପୁରଣିଅ କ୍ଷତି ଅଟେ…

ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସ ଙ୍କ ପିତା ଭଗଵାନ ଦାସ ଜଣେ ଉଚ୍ଚକୋଟିର ସମାଜସେବୀ ଥିଲେ ତେଣୁ ତାଙ୍କର ବିୟୋଗରେ ଭୀମଟାଙ୍ଗି ଏରିଆରେ ସାଧାରଣ ଜନତାଙ୍କ ମଧ୍ୟରେ ଶୋକରଛାୟା ବ୍ୟାପି ଯାଇଛି  ଭଗଵାନ ଦାସଙ୍କ ଅକାଳ ବିୟୋଗ ଵେଳକୁ ବୟସ ୭୧ ହୋଇଥିଲା।ସେ ପରୋପକାରୀ ଵ୍ୟକ୍ତି ଥିଲେ।ସେ…

ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବ ? କଂଗ୍ରେସ

ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେନ୍ଦ୍ର ସରକାରଙ୍କ ଦୁର୍ନୀତି ଚପାଇବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କ ରାତିଅଧିଆ ବଦଳିକୁ ବିରୋଧ କରି…

Latest Videos