Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ଓଡ଼ିଶାର ଅଗ୍ରଣୀ ମସଲା ବ୍ରାଣ୍ଡର ବିଜ୍ଞାପନ ନିର୍ଦ୍ଦେଶନା ସହିତ ଓଡ଼ିଶା ବଜାରରେ ପାଦ ଥାପିଛନ୍ତି ଲୋକପ୍ରିୟ ଫିଲ୍ମ୍…

ଭୁବନେଶ୍ୱର,ନିରପେକ୍ଷ ଖବର: ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି । ଏଫଟିଆଇଆଇ, ପୁଣେ ରୁ ‘ଫିଲ୍ମ୍ ଆପ୍ରିସିଏସନ୍‌’ ଡ଼ିଗ୍ରୀ ହାସଲ କରିଥିବା…

ଉତ୍କଳ ଦୃଷ୍ଟିହୀନ ସଂଘ ଭୁବନେଶ୍ୱର ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୯/୦୮ ଉତ୍କଳ ଦୃଷ୍ଟିହୀନ ସଂଘ ଭୁବନେଶ୍ୱର ଠାରେ ୭୫ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଂଘର ଉପ-ସଭାପତି ହେମ ସାଗର ପାଣିଗ୍ରାହୀଙ୍କ ପୌରହିତ୍ୟରେ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଙ୍ଘର ବିଶିଷ୍ଟ ସଦସ୍ୟ ତଥା ସାଧାରଣ…

ମିସ୍ ଇଣ୍ଡିଆ ଓଡ଼ିଶା ଙ୍କ ନୂତନ କମ୍ପାନୀ ଫ୍ୟାକ୍ଟସିସ୍ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୪/୦୮ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା.ଲିଃ” ଉଦଘାଟିତ ହୋଇଯାଇଛି । ଇନ୍‌ଫୋସିଟି ରୋଡ଼୍‌ରେ ଆରମ୍ଭ ହୋଇଥିବା ଏହି କମ୍ପାନୀରେ ସାଇବର ସିକ୍ୟୁରିଟି, ଅଡ଼ିଟ୍ ସର୍ଭିସେସ୍‌, ଆଇଟି…

ଦୁର୍ଗା ମାଧବ ମହଲା ଙ୍କୁ ଆଉ ଏକ ଗୁରୁଦାୟିତ୍ୱ…..

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୮ ଓ଼ଡିଶା ପ୍ରଦେଶ କଂରେସ ତରଫରୁ ଦୁର୍ଗା ମାଧବ ମହଲାଙ୍କୁ ସୋସିଆଲ ମିଡ଼ିଆର ରାଜ୍ୟସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଶ୍ରୀ ଦୁର୍ଗା ମାଧବ ମହଲା ଆଗରୁ ରାଜ୍ୟଛାତ୍ର କଂଗ୍ରେସ ର ସମ୍ପାଦକ, ଏବଂ ଖୋର୍ଦ୍ଧା ଜିଲ୍ଲା ର ରାଜୀବ ଗାନ୍ଧୀ ଛାତ୍ର ସଂଗଠନ…

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

ଆମେରିକା,ମିନିଆପଲିସି:ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୭ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ…

ପରିଚୟ ଫାଉଣ୍ଡେସନ ଓ ଟେକ୍ ମହିନ୍ଦ୍ରାର ପ୍ରୟାସ ପକ୍ଷରୁ ୬୦୦ ଖୋର୍ଦ୍ଧା ଗାମୁଛା ବୁଣାକାର ପରିବାରଙ୍କୁ ସହାୟତା…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୭ ପରିଚୟ ଫାଉଣ୍ଡେସନ୍ ଓ ଟେକ୍ ମହିନ୍ଦ୍ରା ପକ୍ଷରୁ ଖୋର୍ଦ୍ଧା ଗାମୁଛା ପ୍ରସ୍ତୁତ କରୁଥିବା ବୁଣାକାରଙ୍କୁ କୋଭିଡ୍ ସହାୟତା ଅଭିଯାନ ଜାରି ରହିଛି । ଆଜି ବେଗୁନିଆ ହୀରାପୁର ପଞ୍ଚାୟତ ଓ ବୋତଲମା ପଞ୍ଚାୟତର ୬୦୦ ବୁଣାକାର ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ…

ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀ ଅର୍ପିତା ଅପରାଜିତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଦାୟିତ୍ୱ

* ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ଅର୍ପିତା ଅପରାଜିତା ବଡଜେନାଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତେଜସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଯୁବ…

ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ,ପୂର୍ବ ପରି A ଓ B କାଟେଗୋରୀ ସହିତ ରହିବ ସାମାନ୍ୟ କୋହଳ ନୀୟମ ….

*କାଟେଗୋରୀ A’ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ..... *କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ..... ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୭ ଆଂଶିକ ଲକଡାଉନ ନେଇ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା…

୧୦୯ ଜଣ ଦୁର୍ଷ୍ଟିହୀନଙ୍କୁ ଶୁଖିଲା ଖାଦ୍ୟ ଦେଲା ନାରାୟଣ ସେବା ସମିତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୦୭ ମହାମାରୀ କରୋନା ସମୟରେ ଦୃଷ୍ଟି ହୀନମାନଙ୍କୁ ସୁଖିଲା ଖାଦ୍ୟ ସମଗ୍ରୀ ଦେଇଛି ନାରାୟଣ ସେବା ସମିତି ଉଦୟପୁର , ରାଜସ୍ଥାନ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍କଳ ଦୃଷ୍ଟି ହୀନ ସଂଘ କାର୍ଯ୍ୟାଳୟରେ ପହଁଚି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି।  ଏହି…

ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ସୁଭାରମ୍ଭ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୭ ପବିତ୍ର ରଥଯାତ୍ରା ଉପଲକ୍ଷେ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ଆରମ୍ଭ କରାଯାଇଛି, ଯେଉଁ ମାନଙ୍କର ପିତ ସ୍ଥଳୀରେ ପଥର ଅଛି (ହୋଇଛି) , ସେମାନଙ୍କର ସ୍ୱଳ୍ପ ଖର୍ଚ୍ଚରେ…

ଲକଡାଉନ୍ ଅବଧିକୁ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଲେ

ତାମିଲନାଡୁ,ନିରପେକ୍ଷ ଖବର:ତା ୧୦/୦୭ ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇ ନାହାଁନ୍ତି। ଲକଡାଉନ୍ ଅବଧିକୁ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଲେ। ଲକଡାଉନ୍ ବଢାଇଥିଲେ ମଧ୍ୟ କଟକଣାକୁ କିଛି ମାତ୍ରାରେ କୋହଳ…

ଅନ୍ତର୍ଜାତୀୟ ସଂସ୍ଥା “ବିଜ୍ନେସ୍ ସଲ୍ୟୁସନ୍ ” ପକ୍ଷରୁ ଡାକ୍ତର ପ୍ରେମାନନ୍ଦ ପଟନାୟକଙ୍କୁ ଗୋଲ୍ଡେନ୍…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୦/୦୭ ସିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପେଟ ରୋଗ ଓ ଲାପରୋସ୍କୋପି ସର୍ଜନ ଡାକ୍ତର ପ୍ରେମାନନ୍ଦ ପଟନାୟକଙ୍କୁ ଅନ୍ତର୍ଜାତୀୟ ସଂସ୍ଥା "ବିଜ୍ନେସ୍ ସଲ୍ୟୁସନ୍ " ପକ୍ଷରୁ ଗୋଲ୍ଡେନ୍ ଏଆଇମ୍ . ଆୱାର୍ଡରେ ସମ୍ମାନୀତ କରାଯାଇଛି। ଅନଲାଇନ୍ ରେ ଆୟୋଜିତ…

ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୭ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିବା ସହ ନୂଆ ଜାତୀୟ ଶିକ୍ଷା…

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର ତା ୦୯/୦୭ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି Iଏହି ଉପଲକ୍ଷେ ସକାଳେ ଗୋପବନ୍ଧୁ ଛକ ସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ପିସିସି ସଭାପତି…

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୭/୦୭ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି। ବିଶେଷ କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥର…

ରାଜନୈତିକ ଅଭିସନ୍ଧି ରଖି ବିଜେପି ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ଯ୍ୟ ଭାଷା ବ୍ୟବହାର କରାଯାଇ ଅପମାନିତ…

* ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ ? * ଶାସକ ବିଜେଡି ଦଳର ଆଇଟି ସେଲ୍ ଦ୍ୱାରା ଡ.ଲେଖାଶ୍ରୀଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆଶାଳୀନ ଓ ଅଭଦ୍ର ଭାଷା ପ୍ରୟୋଗ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରିବା ଧର୍ତବ୍ୟ ଅପରାଧ * ନବୀନ ବାବୁ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବରେ…

କେତେ ଶୋଷିଲେ ସନ୍ତୁଷ୍ଟ ହେବ ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୫/୦୭- କରୋନା ଏବଂ ତଦ୍‌ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି । ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡି…

ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,ନିରପେକ୍ଷ ଖବର:ତା ୨୮/୦୬ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମବଙ୍ଗ ସରକାର ଲକଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକଡାଉନ ନିୟମରେ ସାମାନ୍ଯ କୋହଳ କରାଯାଇଛି। ଲକଡାଉନ ସମୟରେ ସମସ୍ତ ସେଲୁନ୍ ବିୟୁଟି ପାର୍ଲର ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ…

ଲିଭିଂଗ ହୁମାନୀଟି ପକ୍ଷରୁ ଦୃଷ୍ଟିହୀନ ପରିବାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ଲିଭିଂଗ ହୁମାନୀଟି ଏକ ସାମାଜିକ ଅନୁଷ୍ଠାନ ସର୍ବଦା ମଣିଷ ଭିତରେ ଥିବା ମଣିଷ ପଣିଆ ଜାଗ୍ରତ କରିବା ଦିଗରେ ବିଭିନ୍ନ କାଯ୍ୟ କରିଥାଏ । ଦୁଃଖୀ, ଦିଵ୍ୟାଙ୍ଗ,ଅସହାୟ ମାନଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇ ଥାଏ । ଏହି ସାହାଯ୍ୟ ବିଭିନ୍ନ ବର୍ଗର…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୫/୦୬: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଟିଏମ୍‍ଟି ବାର୍‍ର ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ। କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି। ରାଜ୍ୟ…

Latest Videos