Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା…

ଇଚ୍ଛାଧୀନ କୋଟାରେ ୧୫୦୦ ଫ୍ଲାଟ୍ ଓ ପ୍ଲଟ୍

ଭୁବନେଶ୍ୱର : କଟକ-ଭୁବନେଶ୍ୱର ସହରାଞ୍ଚଳରେ ଇଚ୍ଛାଧୀନ କୋଟାରେ ପ୍ର୍ରାୟ ଦେଢ ହଜାର ଫ୍ଲାଟ, ପ୍ଲଟ୍ ଓ ଘର ବଣ୍ଟାଯାଇଛି । ଏ ସମ୍ପର୍କରେ ଗଭୀର ଅନୁସନ୍ଧାନ ପାଇଁ ÷ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସରୁ ଏହି ତଥ୍ୟ ମିଳିଛି । ଇଚ୍ଛାଧୀନ କୋଟାର ବ୍ୟାପକ ଅପବ୍ୟବହାରକୁ ନେଇ ତୀବ୍ର…

କାର୍ଯ୍ୟକ୍ଷମ ହୋଇନାହିଁ ଅନେକ ଇସ୍ପାତ କାରଖାନା

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ୫୦ଟି କମ୍ପାନୀ ବୁଜାମଣା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୩୧ଟି କାରଖାନାରୁ ପୂର୍ଣ୍ଣ ବା ଆଂଶିକ ଉତ୍ପାଦନ ଆରମ୍ଭ ହୋଇଛି । ଆର୍ସେଲର ମିତ୍ତଲ କମ୍ପାନୀ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରୁ ଓହରି ଯାଇଛି ଏବଂ ୧୮ ଶିଳ୍ପ କାର୍ଯ୍ୟକ୍ଷମ…

କଳିଙ୍ଗନଗର ଶିଳ୍ପସ୍ଥିତି

ଯାଜପୁର ରୋଡ : ଦୀର୍ଘ ଏକ ଦଶନ୍ଧି ତଳୁ ରାଜ୍ୟରେ ଆରମ୍ଭ ହୋଇଛି ଶିଳ୍ପ ବିପ୍ଳବ । ରାଜ୍ୟର କଞ୍ଚାମାଲ ରାଜ୍ୟ ଭିତରେ ବିନିଯୋଗ ହେବାସହ ଶିଳ୍ପଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଲକ୍ଷ୍ୟରେ ଗଢି ଉଠିଥିଲା କଳିଙ୍ଗନଗର ଶିଳ୍ପାୟନ । ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ଏବଂ ଉନ୍ନତ…

Latest Videos