Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ

ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍…

ମନ ବୁଝେନା ଇସ୍କ ବିନା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ସ୍ୱପ୍ନାରାଣୀ ବ୍ୟାନର ଦୂତୀୟ ଅବଦାନ ଓଡିଆ ଚଳଚ୍ଚିତ୍ର “ମନ ବୁଝେନା ଇସ୍କ ବିନା" ଶୁଭ ମହୁରତ୍ ହୋଇଯାଇଛି। ଏହି ସିନେମା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…

ଓଡିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର”ର ଥିଏଟ୍ରିକାଲ୍ ରିଲିଜ୍

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”ର ଥିଏଟ୍ରିକାଲ୍ ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ…

ଆସନ୍ତା ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୩ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଶ୍ରୀ ସୁଦାମ ଚରଣ ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ…

ଭୁବନେଶ୍ୱରରେ ଖୋଲିଲା ମମ ଆଣ୍ଡ ବେବି କେୟାର

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୩ ଭୁବନେଶ୍ୱରର ଜନପଥ ଠାରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର "ମମ ଆଣ୍ଡ ବେବି କେୟାର" ର ଉଦ୍ଘାଟନ ହୋଇଯାଇଛ। ଯେଉଁଥିରେ କି ଏହି ବର୍ଗ ର ସମସ୍ତ ଦରକାରୀ ସାମଗ୍ରୀ ଯଥା ଶିଶୁ ପୋଷକ, ଖେଳନା, ଟ୍ରଲର,ବିଛଣା, ଦୋଳି,ଜୋତା ଓ ଆହୁରି…

ଓକିଲ ସଂଘ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର,ନିରପେକ୍ଷ ଖବର:୨୭/୦୨ ଭୁବନେଶ୍ୱର ଓକିଲ ସଂଘ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନ ଦିବସରେ ଉଦ୍‌ଘାଟକଭାବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ଦୌରାଜଜ୍…

କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍‌ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍‌ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍‌ ସ୍ୱସ୍ତିକ ଓଡ଼ିଶା ଶାଖା…

ଓଡିଶା ମୋ ପରିବାରର ୫୦ ସ୍ୱେଚ୍ଛାସେବୀ ଦେଲେ ରକ୍ତ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨:ଓଡିଶା ମୋ ପରିବାରର ୫୦ ଜଣ ସ୍ୱେଚ୍ଛାସେବୀ ଦେଲେ ରକ୍ତଦାନ। ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସହଯୋଗରେ ଏହି ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ୱାର୍ଡ଼ ନମ୍ବର-୧୭, ପଥରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର…

ରାଜଧାନୀରେ ଖୋଲିଲା କୁଚିନା ଷ୍ଟୋର

ଭୁବନେଶ୍ୱର, ନିରପେକ୍ଷ ଖବର:ତା  ୨୭/୦୨ ଭୁବନେଶ୍ୱର,ବାପୁଜୀ ନଗର ଠାରେ ଭାରତର ଅଗ୍ରଣୀ ସଂସ୍ଥା କୁଚିନା କଂପାନୀ ପକ୍ଷରୁ ଗୋଟିଏ ବଡ଼ ଧରଣର ଷ୍ଟୋର ଖୋଲା ଯାଇଛି।ଏହି ଷ୍ଟୋରରେ ରୋଷେଇ ଘରର ସମସ୍ତ ଆବଶ୍ୟକତା ଥିବା ଜିନିଷ ପତ୍ର ଯଥା ଚିମ୍ନୀ, ଚୁଲା ଓ ରୋଷେଇ ଘରେ ବ୍ୟବହାର କରାଯାଉଥିବା ସମସ୍ତ…

ମହିଳାଙ୍କୁ ସଶକ୍ତିକରଣ କରିବ ସେବା ପ୍ରୟାସ ଫାଉଣ୍ଡେସନ

ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୦୨: ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସେବା ପ୍ରୟାସ ଫାଉଣ୍ଡେସନ ଉଦ୍ୟମ ଆରମ୍ଭ କରିଛି। ଏନେଇ ରାଜଧାନୀରେ ଆୟୋଜନ ହେବ 'କାର ରାଲି' ଚତୁର୍ଥ ସଂସ୍କରଣ ମହିଳାମାନେ କାର ଚଲାଇ ସଡ଼କ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବେ। ସେବା ପ୍ରୟାସ ଫାଉଣ୍ଡେସନ୍…

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,ନିରପେକ୍ଷ ଖବର ତା ୨୫.୦୨ - କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ…

ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର…

ରାଜ୍ୟ ରାଜନୀତିରେ ଆଉ ଏକ ଆଞ୍ଚଳିକ ଦଳ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୨/୨୦୨୧: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଉ ଏକ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଛି। ରାଜ୍ୟରେ ପାଦ ଥାପିଛି ନବଭାରତ ନିର୍ମାଣ ସେବା ପାର୍ଟି (ଏନ୍ ବି ଏନ୍ ଏସ୍ ପି )। ଏନେଇ ଭୁବନେଶ୍ୱରସ୍ଥିତ ସାମନ୍ତ୍ରାପୁର ଠାରେ…

ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍‌, ଶୀତଳ…

ଭୁବନେଶ୍ୱରରେ ଏବେ ହରିଓମ୍ ଆଗ୍ରୋଟେକ୍….

ଭୁବନେଶ୍ୱର,ନିରପେକ୍ଷ ଖବର: (୨୨/୦୨) ଟେକ୍ସମୋ ପମ୍ପ ପକ୍ଷରୁ ନୂଆ ଏକ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ହରିଓମ୍ ଆଗ୍ରୋଟେକ୍ କୁ ପ୍ରଦାନ କରାଯାଇଛି। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଖୋଲା ଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଟେକ୍ସମୋ ପମ୍ପର ସମସ୍ତ ଜିନିଷ ଗୋଟିଏ…

ଓଡ଼ିଶାକୁ ଆସିଲା ନୂଆ ଟାଟା ସଫାରୀ

ଭୁବନେଶ୍ୱର, ନିରପେକ୍ଷଖବର:(୨୨/୦୨): ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କଲା ନୂଆ ଟାଟା ସଫାରୀ। ଟାଟା ମୋଟର୍ସ ପକ୍ଷରୁ ସାମନ୍ତରାପୁରସ୍ଥିତ ଡିଅନ ଅଟୋମୋଟିଭ ସୋରୁରେ ନୂଆ ଟାଟା ସଫାରୀ ଉନ୍ମୋଚନ ହୋଇଯାଇଛି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ…

ଭୂବନେଶ୍ୱରରେ ପହଂଚିଲା ଶହୀଦ ଶଶାଙ୍କ ଶେଖର ସାମଲଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୧/୦୨: ଓଡିଆ ଯବାନ ଶଶାଙ୍କ ଶେଖର ସାମଲ ଲଦ୍ଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ…

ଆସିଲା ନୂଆ ପାଥୋଲାବ “କ୍ୟୁରୋସିଓ”

ଭୁବନେଶ୍ୱର, ନିରପେକ୍ଷ ଖବର:(୨୧/୨): ଆଚାର୍ଯ୍ୟବିହାର ନିକଟରେ #Dr LaLଙ୍କ ପାଥୋଲାବର ଏକ ଶାଖା ଆଜି ଉଦଘାଟନ ହୋଇଛି।  ଯାହାର ନାମ ' କ୍ୟୁରୋସିଓ' ରହିଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହାଂଶୁ ପାଲ କହିଲେ, ରାଜଧାନୀରେ ରହୁଥିବା ବୟସ୍କ ରୋଗୀମାନଙ୍କୁ ଏହି ପାଥୋଲାବରେ…

ଉନ୍ମୋଚନ ହେଲା ଗୀତ ”ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର”

ଭୁବନେଶ୍ୱର, ନିରପେକ୍ଷ ଖବର: (୨୧/୦୨): ସଙ୍ଗୀତଜ୍ଞ ଜ୍ୟୋତିର୍ମୟୀଙ୍କ ଜନ୍ମଦିନ ଅବସରରେ ଉନ୍ମୋଚିତ ହୋଇଯାଇଛି ଗୀତ 'ଫଗୁଣରେ ଫଗୁଣ'। ଏହି ଗୀତରେ ଜ୍ୟୋତିର୍ମୟୀ ନାୟକ ନିଜେ କଣ୍ଠ ଦାନ କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ କଳିଙ୍ଗ ଯୁବ ସେନା ପରିବାରର ସାମାଜିକ କାର୍ଯ୍ୟକର୍ତାଙ୍କୁ…

AAO NXTର ଓଟିଟି ଲୋକାର୍ପିତ

AAO TV ର ନୂଆ ଅବତାର AAO NXT, Next to Best ଭୁବନେଶ୍ୱର, ନିରପେକ୍ଷଖବର:୧୯/୨: କାଲି,ଆଜି ଓ ଆସନ୍ତାକାଲି ସମୟ ସହିତ ତାଳଦେଇ ଆଗେଇ ଚାଲିଛି AAO TV। ଏବେ ଏହି ଟିଭିର ନାମ ପରିପର୍ତ୍ତନ ହୋଇ AAO NXT ନାଁରେ ଆବିର୍ଭାବ ହୋଇଛି। ଦର୍ଶକଙ୍କ ଅକୁଂଣ୍ଠ ଭଲ ପାଇବା AAO NEXTକୁ ଏକ…

Latest Videos