Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪.୦୨ - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି…

ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୪/୦୨ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର…

ଭୁବନେଶ୍ୱର ରନ୍‌ୱେ ୱିକ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ

ଭୁବନେଶ୍ୱର:ନିରପେକ୍ଷ ଖବର,ତା ୧୪/୦୨ ପ୍ରିଲ୍ୟୁଡ଼୍‌, ଆକ୍‌ଡ଼ିକ୍ସନ୍ ଏବଂ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଚତୁର୍ଥ ସଂସ୍କରଣ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନ୍‌ର ନିଜର…

ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୨ ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ ଆଜି ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ଅଧିବେଶନରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ । ଏହି ସୋସାଇଟିରେ ଆୟକର ବିଭାଗର ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀ ସଭ୍ୟ…

ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ

ଭୁବନେଶ୍ୱର, ନିରପେକ୍ଷଖବର:ତା ୦୩/୦୨ ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ। କେନ୍ଦ୍ରୀୟ ଶ୍ରମିକ ସଂଗଠନ (ଆଇ.ଏନ୍‌.ଟି.ୟୁ.ସି.,ଏଚ.ଏମ୍‌.ଏସ୍‌.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି.,ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେୱା) ମାନଙ୍କ…

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ଖୋଲିଲା ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର:ନିରପେକ୍ଷ ଖବର,ତା ୨୫/୦୧/୨୧ ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଛି ଏକ ଶାଖା। ଅପରାଧକୁ ରୋକିବା ଏବଂ ଅଭିଯୋଗର ଉଚିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ରାଜ୍ୟ ପୁଲିସରେ ଏକ ସ୍ବତନ୍ତ୍ର ଶାଖା…

ଆସ ରାଜୁ ଭାଇ ପରି ହେବା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୧/୨୧, ଅସହାୟଙ୍କ ମୁହଁରେ ହସ ଫୁଟାଇ ରାଜ କିଶୋର ନାୟକ(ରାଜୁ ଭାଇ) ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଜଣେ ଅସହାୟ ବାପାର ସେ ଆଶାବାଡି ସାଜିଛନ୍ତି। ଭୋକ ଉପାସରେ ଦିନ କାଟୁଥିବା ଅସହାୟ ଓ ଭିକାରୀଙ୍କ ମୁହଁରେ ଆହାର ଦେଉଛନ୍ତି। ମେଡିକାଲରେ ଛଟପଟ ହେଉଥିବା…

ପ୍ରଥମ ସୁରଜିତ ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୧/୨୧ ଭି. ଏସ. ଏସ. ନଗର ସ୍ଥିତ ଡି. ଏଲ. କଲୋନୀ ଠାରେ ପ୍ରଥମ ସୁରଜିତ ମେମୋରିଆଲ ବ୍ୟଡମିଣ୍ଟନ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଫେସର ଡ଼. ଜୟନ୍ତ କୁମାର ପରିଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଡି.…

ୟଥ୍ ଫର୍ ଆକ୍ସନ୍ {YouthForAction}ର ପ୍ରଥମ ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୧/୨୧ ୟୁଥ୍ ଫର୍ ଆକ୍ସନ୍ {YouthForAction}ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରl ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷଡ଼ଙ୍ଗୀ…

ମିସଡ୍ କଲ୍‌ ମାରିଲେ ଗ୍ୟାସ ପାଇବେ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୧/୨୧ ମିସଡ୍ କଲ୍‌ ମାରିଲେ ଗ୍ୟାସ ଘରେ ପହଞ୍ଚିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଗ୍ରାହକମାନେ ଏହି ସୁଵିଧା ପାଇବେ। ଖୁବ ଶୀଘ୍ର ଓଡ଼ିଶାରେ ସବୁ ଗ୍ରାହକଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ। ଏବଂ ଆଗାମୀ କିଛି…

ମୟୁରଭଞ୍ଜ ଜିଲ୍ଲା ଛାତ୍ର ଜନତା ଦଳରେ ଫାଟ

ବାରିପଦା,ବିଶ୍ୱଜିତ୍ ଭୂୟାଁ (ନିରପେକ୍ଷ ଖବର) ତା-୦୫/୦୧-ମୟୁରଭଞ୍ଜ ଛାତ୍ର ଜନତା ଦଳରେ କିଏ ଧରିବ ମଙ୍ଗ, ସେନେଇ ନିରପେକ୍ଷ ଖବର ପୂର୍ବାନୁମାନ କରିଥିଲା। ଯାହା ସତ ହୋଇଛି। ସୁନୀଲ କୁମାର ନାୟକଙ୍କୁ ଦଳ ପକ୍ଷରୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ଶ୍ରୀ…

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା

ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ସଭାପତିତ୍ବ କରିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ…

ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାତା ସମ୍ମିଳନୀ ଓ ଅମୃତ ସଂଜୀବନୀ ସେବା ସମ୍ମାନ ସମାରୋହ-୨୦୨୦

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୭/୧୨ ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନାଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି…

ବିଜେଡି ଓ କଂଗ୍ରେସ ଦଳର ଶତାଧିକ ଯୁବନେତା ଓ ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକ ବିଜେପିରେ ହେଲେ ସାମିଲ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୭/୧୨: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ…

ସାରା ଭାରତରେ ରାମଭକ୍ତଙ୍କୁ ଯୋଡିବା ପାଇଁ ପ୍ରୟାସ…

ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦: ୪୯୦ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତିକ ଏହି ମନ୍ଦିର ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ ଏବଂ ଏହାର…

ଦୁଃଖୀ ଜାଣେ ଦୁଃଖର କୋହ…

*ନିଜେ ରକ୍ତ ଦେଇ କମଳାକାନ୍ତଙ୍କ ଅପରେସନ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କଲେ... ଭଦ୍ରକ,ନିରପେକ୍ଷ ଖବର:ତା ୨୧/୧୨/୨୦୨୦ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ 10 ସମୟ। ହଠାତ ଏକ ମାଲବାଇ ଟ୍ରେନ ମାଡି ଆସିଲା। ଟ୍ରେନ ଲାଇନରେ ସୋଇଥିବା କମଳାକାନ୍ତ ଜେନାଙ୍କ ହାତରେ ଚଢି ଗଲା। ଦେଖୁ…

ନିଖୋଜ ଶିଶୁ ଏବଂ ଅଙ୍ଗ ତସ୍କର ର‌୍ୟାକେଟର ପର୍ଦ୍ଦାଫାଶ କରୁ ପୋଲିସ୍

* କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ପ୍ରକାଶ କରୁ * ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ? * ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି * ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଶାସକ…

ପୁଣି ଜୋର ଧରିଲା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ, ନିରପେକ୍ଷ ଖବର:ତା ୧୪/୧୨ ଆମର ଦାବି ସରକାର ତୁମେ ମାନି ନିଅ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପି ଏମିତି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ଗଣଧାରଣା ଦେଇଛି। ଆଜି ଶହ ଶହ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ…

ଓଡ଼ିଆ ଭାଷା-ସାହିତ୍ୟକୁ କାନ୍ତକବିଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର,ନିରପେକ୍ଷ ଖବର ୦୯/୧୨:ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ସାହିତ୍ୟର ବରେଣ୍ୟ ସାଧକ ଔପନ୍ୟାସିକ କବି, ନାଟ୍ୟକାର, ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ…

ପରୀକୁ ନ୍ୟାୟ ଦେବା ପାଇଁ ଦିଲ୍ଲୀରୁ ଆସିଲେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୦/୧୨: ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଦିଲ୍ଲୀରୁ ଆସିଲେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ସେ ନୂତନ ଭାବେ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ହୋଇ ପ୍ରଥମେ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁକୁ ଯାଇ ପରୀ…

Latest Videos