Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ବାତ୍ୟା ପରେ ପୁରୀ ଜିଲ୍ଲାରେ ବଂଚିବା ପାଇଁ ଚାଲିଛି ସଂଘର୍ଷ.. 

0

ନିରପେକ୍ଷ ଖବର,ପୁରୀ:୦୮/୦୫/୨୦୧୯,  ବାତ୍ୟାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁରୀ ରାସ୍ତାରୁ ହଟୁନି ଗଛ । ଏବେ ସବୁଠାରୁ ଅଧିକ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କର । ସବୁଠି ହାହାକାର । ବାସହରା ହୋଇଯାଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ରାତି ହେଲେ ଚାରିଆଡେ ଶୂନ ଶାନ । ବହୁ ସଂଖ୍ୟାରେ ବିଦ୍ୟୁତ ଖୁଂଟ ନଷ୍ଟ ହୋଇଥିବାରୁ କେବେ ବିଜୁଳି ଆସିବ ତାହା କହିବା ଅସମ୍ଭବ ।ରାସ୍ତା ଉପରେ ଜମା ହୋଇ ରହିଛି ଭଙ୍ଗା ଗଛ ।

Blank space

ରାତିସାରା ବିନା ବିଜୁଳିରେ ଲୋକ ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ପ୍ରବଳ ଗରମରେ ଲୋକ ବିକଳ ହେଉଛନ୍ତି । ପାଣି ବି କିଛି କମ ହଇରାଣ କରୁନାହିଁ । ପିଇବା ପାଣି ଟୋପାଏ ପାଇଁ କେତେଯେ ଦୂର ଯିବାକୁ ପଡୁଛି ତାହାର କୌଣସି ହିସାବ ନାହିଁ । ଯେଉଁଠାରେ ପାଣି ଟିକେ ମିଳୁଛି ସେଠାରେ ଲମ୍ବା ଲାଇନ ।ସନ୍ଧ୍ୟା ହେଲା ମାତ୍ରାକେ କିଟିକିଟି ଅନ୍ଧାର। କେବଳ ଅପେକ୍ଷା କେବେ ସକାଳ ହେବ। ରାତିରେ ଶୋଇ ହେଉଛି ନା ଖାଇ ହେଉଛି । କେବଳ ଏତିକି ନୁହେଁ କାହାକୁ ମଧ୍ୟ ଫୋନ ଲାଗୁନାହିଁ ।କାହାରିକୁ ଯୋଗାଯୋଗ ମଧ୍ୟ କରିବା ଅସମ୍ବବ । କେବେ ପରିସ୍ଥିତି ସ୍ୱାଭାବିକ ହେବ ତାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଏବେ ସ୍ଥାନୀୟ ଜନସାଧାରଣ ।

Mo sapath

Leave A Reply

Your email address will not be published.