Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଉଥିବା ବ୍ୟକ୍ତିଙ୍କୁ ମିଳିବ ଜେଲ୍ ଦଣ୍ଡ….

0

*ଧର୍ମାନ୍ତରଣ ବିରୋଧୀ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ଏବେ ମୋଦି ସରକାର ……

ନିରପେକ୍ଷ ଖବର: ମୋଦି ସରକାରଙ୍କ ଧର୍ମାନ୍ତରଣ ବିରୋଧୀ ବିଲ୍ ଆଣିବାକୁ ଯୋଜନା। ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନ କରିବେ। ବିଜେପି ସହ ଜଡିତ ଲୋକେ ବହୁ ପୂର୍ବରୁ ହିଁ ଏପ୍ରସଙ୍ଗକୁ ଉଠାଇ ଆସିଛନ୍ତି । ଏପରିକି ଧର୍ମାନ୍ତରଣ ନେଇ ଅନେକ ଖବର ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସିଛି । ବିଶେଷ କରି କେରଳ ଏବଂ ଉତ୍ତରପ୍ରଦେଶରୁ ଅଧିକାଂଶ ସମୟରେ ଏଭଳି ଖବର ସାମ୍ନାରୁ ଆସିଥାଏ । ଯେଉଁଠି କି ଲୋକଙ୍କୁ ଡରାଇ ଧମକାଇ ହେଉ ବା ଲୋଭ ଦେଖାଇ ଅଶିକ୍ଷିତ ଗରିବ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଉଥିବା ଖବର ମିଳିଛି । ତେବେ ମୋଦି ସରକାର ଅଗାମୀ ଦିନରେ ଧର୍ମାନ୍ତରରଣ ବିରୋଧି ଆଇନ ଆଣିବା ନେଇ ଚର୍ଚ୍ଚା ହେଉଛି।ପୂର୍ବରୁ ସରକାରରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ରହିଥିବା ଭେଙ୍କିୟା ନାଇଡୁ ସମସ୍ତ ଦଳମାନଙ୍କଠାରୁ ଧର୍ମାନ୍ତରଣ ଉପରେ ଏକ ରାୟକୁ ନେଇ ଏକ ଆଇନରେ ଗଠନ କରିବାକୁ ନିବେଦନ କରିଥିଲେ, ଯାହାକି ସଫଳ ହୋଇପାରିନଥିଲା । ଏବେ ନୂଆ ସରକାର ତଥା ମୋଦିଙ୍କ ଦ୍ୱିତୀୟ ଥର ସରକାରରେ ପୁଣି ଏହି ବିଲକୁ ଉପସ୍ଥାପନ କରିବାକୁ ବିଚାର କରାଯାଉଛି । ବିଜେପି ନେତା ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟ ଧର୍ମାନ୍ତରଣ ବିରୋଧି ଆଇନ ପାଇଁ ଏକ ଲମ୍ବା ଅଭିଯାନ ଚଳାଇଛନ୍ତି ଏବଂ ଯେଉଁଥି ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି ଦେଶର ଅନେକ ରାଜ୍ୟରେ ହିନ୍ଦୁ ସଂପ୍ରଦାୟର ସଂଖ୍ୟା ଖୁବ୍ କମ୍ ରହିଛି । ଏହା ସତ୍ୱେ ବି ବଡ ସଂଖ୍ୟାରେ ଧର୍ମ ପରିବର୍ତ୍ତନ ଚାଲିଛି ।

Mo sapath

Leave A Reply

Your email address will not be published.