ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସ ଙ୍କ ପିତା ଭଗଵାନ ଦାସ ଜଣେ ଉଚ୍ଚକୋଟିର ସମାଜସେବୀ ଥିଲେ ତେଣୁ ତାଙ୍କର ବିୟୋଗରେ ଭୀମଟାଙ୍ଗି ଏରିଆରେ ସାଧାରଣ ଜନତାଙ୍କ ମଧ୍ୟରେ ଶୋକରଛାୟା ବ୍ୟାପି ଯାଇଛି ଭଗଵାନ ଦାସଙ୍କ ଅକାଳ ବିୟୋଗ ଵେଳକୁ ବୟସ ୭୧ ହୋଇଥିଲା।ସେ ପରୋପକାରୀ ଵ୍ୟକ୍ତି ଥିଲେ।ସେ ସରକାରୀ ଚାକିରି ରୁ ଅଵସର ନେବା ପରେ ସମାଜସେବା ରେ ନିୟୋଜିତ ଥିଲେ।ତାଙ୍କର ଚାରୋଟି ପୁତ୍ର ଅଛନ୍ତି।ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମପତ୍ନୀ ,ପୁତ୍ର, ପୁତ୍ରବଧୁ,ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।ଵଡ ପୁଅ ଭବାନି ପ୍ରସାଦ ଦାସ କନକ ନ୍ୟୁଜ ରେ ଵରିଷ୍ଟ ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି।ଶ୍ରୀ ଭଗବାନ ଦାସଙ୍କ ମୃତ୍ୟୁ ରେ ପୁରୁଣା ଭୁଵନେଶ୍ୱରର ସମସ୍ତ ବାସୀ ଦୁଃଖିତ ଅଛନ୍ତି….
