ନିରପେକ୍ଷ ଖବର: ଆଜି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶର ଘାଟିକିଆ ଅଂଚଳରେ । ଏକ ନିଆରା ହୋଲି |ଯେଉଁ ହୋଲିରେ ଦେଖିବାକୁ ମିଳିଥିଲା ଏକା ସାଥିରେ ସବୁ ରାଜନୀତିକ ଦଳର ଚିହ୍ନ ।ଯାହା ପ୍ରମାଣିତ କରୁଛି ରାଜନୀତି ଓ ବନ୍ଧୁତ୍ୱ ଦୁଇଟି ଭିନ୍ନ ଭାଷା ଯାହାକୁ ପ୍ରମାଣ କରିଛନ୍ତି ଆଜି ଘାଟିକା ଅଞ୍ଚଳର ବାସିନ୍ଦା।ସେମାନଙ୍କ ହୋଲି ପୋଷାକ ଥିଲା ଟିକେ ହଟକେ କାରଣ, ପୋଷାକ, ଟୋପି ଏବଂ ପିଚକାଳି ରେ ବିଭିନ୍ନ ରାଜନୈତିକ ଦଳ ମାନଂକର ଚିହ୍ନ ରହିଛି| ଯାହାକି ସଂପୂଣ୍ଣ ନିଆରା ।
